Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ଓ ଭୁବେନଶ୍ବରକୁ ରେଡ୍‌ ଆଲର୍ଟ ଜାରି 

Manini Pattanayak
Browse all articles by Manini Pattanayak
·2 years ago·1 min read
କଟକ ଓ ଭୁବେନଶ୍ବରକୁ ରେଡ୍‌ ଆଲର୍ଟ ଜାରି 

ଭୁବନେଶ୍ୱର: ଅସହ୍ୟ ହେଉଛି ତାତି ।  ଆଜି କଟକ ଓ ଭୁବେନଶ୍ବରରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିସହିତ ଅପରାହ୍ନ ୨ଟା ସୁଦ୍ଧା ୪୧ ଟପିଛି ତାପମାତ୍ରା।   ପ୍ରବଳ ଖରା ପାଇଁ  କଟକ ଓ ଭୁବେନଶ୍ବରକୁ ରେଡ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଆଜି  ୪୫ ଡିଗ୍ରୀ ପାର ହୋଇପାରେ ତାତି।  ଆଗାମୀ ୯ ତାରିଖ ଯାଏଁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ।  ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Meteorological Centre, Bhubaneswar (@mcbbsr) April 27, 2024

ତେବେ ଆସନ୍ତା ମେ ୯ ତାରିଖ ଯାଏଁ ସେଭଳି କୌଣସି ବଡ଼ ବର୍ଷାର ସଂଭାବନା ନଥିବାରୁ ତାତିରେ ଲାଗିବନି ବ୍ରେକ ।  ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Insufferable is heat . Heavy summer continue in Cuttack and Bhubaneswar today. red alert announced | Argus News