Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଯାତ୍ରା ସଂଳାପରେ ମହାପ୍ରଭୁଙ୍କୁ ଅପମାନ ! ତାତିଲେ ଦର୍ଶକ

Odisha

ଯାତ୍ରା ସଂଳାପରେ ମହାପ୍ରଭୁଙ୍କୁ ଅପମାନ ! ତାତିଲେ ଦର୍ଶକ

Swayangprajna Mishra
Browse all articles by Swayangprajna Mishra
·1 year ago
ଯାତ୍ରା ସଂଳାପରେ ମହାପ୍ରଭୁଙ୍କୁ ଅପମାନ ! ତାତିଲେ ଦର୍ଶକ

ଅର୍ଗସ ବ୍ୟୁରୋ : ଯାତ୍ରା ସଂଳାପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦକୁ ନେଇ ତାତିଲେ ଦର୍ଶକ । ହିନ୍ଦୁ ଧର୍ମକୁ ଅପମାନ କରାଯାଉଥିବା ଦୃଶ୍ୟ ପରିବେଷଶ କରାଯାଉଥିବା ଅଭିଯୋଗ କରି ଚେୟାର ଫୋପାଡିଲେ ଦର୍ଶକ । ଗତକାଲି ଭଦ୍ରକ ଅର୍ଣ୍ଣପାଳରେ ଯାତ୍ରା ସ୍ବର୍ଣ୍ଣମହଲ ପକ୍ଷରୁ ନାଟକ ପରିବେଶଣ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସେପଟେ ଯାତ୍ରାରେ ମହାପ୍ରଭୁଙ୍କୁ ଅପମାନ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା ସୁବାସ ବେହେରା । ଯାତ୍ରାରେ କୌଣସି ପ୍ରକାରେ ମହାପ୍ରଭୁଙ୍କୁ ଅସମ୍ମାନ କରାଯାଇନାହିଁ । ନାଟକଟି ଲଭ୍ ଜିହାଦ ଉପରେ ପରିବେଶିତ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Insult to the Lord jagannath in opera pendal | Argus News