Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା

Ritu Das
Browse all articles by Ritu Das
·2 years ago
ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା

ଅର୍ଗସ ବ୍ୟୁରୋ: ତାତିରୁ ମିଳିପାରେ ଆଶ୍ବସ୍ତି। ଆଜିଠୁ ବଦଳିବ ପାଗର ମିଜାଜ୍। ଆସନ୍ତା 4 ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। 

ଉତ୍ତର ଉପକୂଳରେ ୪୦ ରୁ ୫୦ କିମି ବେଗରେ ବହିପାରେ ପବନ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Intermittent | Argus News