Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

Swayangprajna Mishra
Browse all articles by Swayangprajna Mishra
·1 year ago
ଭଦ୍ରକରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ହଟିଲା 96 ଘଣ୍ଟାର କଟକଣା । ଗତକାଲି ମଧ୍ୟ ରାତ୍ରିରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ଗତ ଶୁକ୍ରବାର ଅପରାହ୍ନରେ ସୋସିଆଲ ମିଡ଼ିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକର ପୁରୁଣା ବଜାର ଓ ଧାମନଗର ଅଞ୍ଚଳରେ ଦେଖା ଦେଇଥିଲା ଉତ୍ତେଜନାମୂଳକ ପରିସ୍ଥିତି ।

ଅଧିକ ପଢନ୍ତୁ : ବିଜେପିର ଅଭିଯୋଗ, ଅଶାନ୍ତ କରିବାକୁ ବିଜେଡିର ଷଡ଼ଯନ୍ତ୍ର

ସେଥିପାଇଁ ଇଣ୍ଟରନେଟ ସେବାକୁ ଜିଲ୍ଲାରେ ବନ୍ଦ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Internet service became normal in Bhadrak after 4 days | Argus News