Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଟାଭାଟି ଉପରେ ତଦନ୍ତ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago
ଇଟାଭାଟି ଉପରେ ତଦନ୍ତ,  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

ଅର୍ଗସ ବ୍ୟୁରୋ:  ନୀଳଗିରିରେ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଉପରେ ତଦନ୍ତ ଆରମ୍ଭ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କମିଶନ ଗଠନ କରାଯାଇ ଆରମ୍ଭ ହୋଇଛି ତଦନ୍ତ। ନୀଳଗିରି ତହସିଲଦାର, ଆଇଆଇସି ସହ ପୋଲିସ ଟିମ ଏହି ତଦନ୍ତ କରିଛନ୍ତି। କୁଳଡିହା ଅଭୟାରଣ୍ୟ ଇକୋସେନ୍ସିଟିଭ ଜୋନ ଅଧିନରେ ମୋଟ ୨୮ଟି ଇଟାଭାଟି ବେଆଇନ ବୋଲି ସୂଚନା ରହିଛି। ଗତବର୍ଷ ବେଆଇନ ଦର୍ଶାଇ ଦୁଇଟି ଇଟାଭାଟି ଭଙ୍ଗା ଯାଇଥିଲା। ଅଧିକାଂଶ ବେଆଇନ ଇଟାଭାଟି ବିଜେଡି ନେତାଙ୍କ ଛାତ୍ରଛାୟା ତଳେ ଚାଲିଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Investigation started on illegal brick kilns | Argus News