ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍ସରେ ପହଞ୍ଚିଲେ ଆଇପିଏସ ଆଶିଷ ସିଂ
·1 year ago

ଅର୍ଗସ ବ୍ୟୁରୋ: ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍ସରେ ପହଞ୍ଚିଲେ ଆଇପିଏସ ଆଶିଷ ସିଂ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି ଏମସର ୬ଜଣିଆ ସ୍ୱାସ୍ଥ୍ୟ ଟିମ୍ । ECIଙ୍କ ନିର୍ଦ୍ଦେଶରେ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଗଠନ ହୋଇଛି ବୋର୍ଡ। ମେଡିକାଲ ଲିଭ୍ରେ ଥାଇ ନିର୍ବାଚନ କାର୍ଯ୍ୟରେ ଆଶିଷ ସିଂ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଆଇପିଏସ୍ ଆଶିଷ ସିଂଙ୍କର ମେଡିକାଲ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ECI ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: