Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦିଅ- ହାଇକୋର୍ଟ

Odisha

ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦିଅ- ହାଇକୋର୍ଟ

Smruti Parija
Browse all articles by Smruti Parija
·1 year ago
ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦିଅ- ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ବା ଜୁନିଅର ଟିଚର ଅନିୟମିତତା ମାମଲା ନେଇ ହାଇକୋର୍ଟରେ ହେଲା ଶୁଣାଣି । ନିଯୁକ୍ତି ନେଇ ଫିଟିଲା ବାଟ । Computer Based Test ବା CBT ମାର୍କ ଅନୁଯାୟୀ ମେଧା ତାଲିକା ବା ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ମେରିଟ୍ ଲିଷ୍ଟ୍ ଆଧାରରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ହେଲା ଶୁଣାଣି । ଜିଲ୍ଲାୱାରି ମେଧା ତାଲିକା ପ୍ରକାଶ କରିବା ପାଇଁ ହାଇକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ବର୍ତ୍ତମାନ ଏହି ମାମଲାର ଅନ୍ତ ଘଟାଇଲେ କୋର୍ଟ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Irregular selection case of junior teachers-High Court upho | Argus News