Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାକୁ ଫେରିବ  କି ପୋସ୍କୋ ?  

Odisha

ଓଡ଼ିଶାକୁ ଫେରିବ  କି ପୋସ୍କୋ ?  

Smruti Parija
Browse all articles by Smruti Parija
·1 year ago·1 min read
ଓଡ଼ିଶାକୁ ଫେରିବ  କି ପୋସ୍କୋ ?  

 ଜଗତସିଂହପୁର: ଓଡ଼ିଶାକୁ ଫେରିବ  କି ପୋସ୍କୋ ?  JSW ସହ ମିଶି ପୋସ୍କୋ ବୃହତ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି,  ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ। ପୋସ୍କୋ ପ୍ରକଳ୍ପ ସ୍ଥାପନ କଲେ ଆମେ ସବୁ ପ୍ରକାର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବୁ ।

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଶିଳ୍ପପତିଙ୍କ ଭରସା ବଢ଼ିଛି । ପ୍ରଧାନମନ୍ତ୍ରୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି । ପୂର୍ବରୁ ପୋସ୍କୋ କେବଳ ଜମି ଅଧିଗ୍ରହଣ ସମସ୍ୟା ନୁହେଁ ଆନ୍ତର୍ଜାତୀୟ ବଜାରରେ ଷ୍ଟିଲର ଚାହିଦା କମ କାରଣରୁ ଓଡ଼ିଶାରୁ ଓହରି ଯାଇଥିଲା ପୋସ୍କୋ । ଏବେ କିନ୍ତୁ ସେ ସମସ୍ୟା ନାହିଁ କି ଜମିର ବି କୌଣସି ସମସ୍ୟା ନାହିଁ । ସେପଟେ ଅଧିକ ଶିଳ୍ପ ଆସିଲେ ରାଜ୍ୟରେ ଅର୍ଥ ନୈତିକ ଅଭିବୃଦ୍ଧି ହେବ କହିଛନ୍ତି ସାଂସଦ ବିଭୁ ତରାଇ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
is-pocso-return-to-odisha | Argus News