ସ୍ନାନଯାତ୍ରା ସମ୍ପର୍କିତ ତଥ୍ୟ ହଟାଇଲା ଇସ୍କନ ହ୍ୟୁଷ୍ଟନ
·1 year ago

ଅର୍ଗସ ବ୍ୟୁରୋ: ସ୍ନାନଯାତ୍ରା ସମ୍ପର୍କିତ ତଥ୍ୟ ହଟାଇଲା ଇସ୍କନ ହ୍ୟୁଷ୍ଟନ। ବିରୋଧ ପରେ ୱେବସାଇଟରୁ ସ୍ନାନଯାତ୍ରା ତଥ୍ୟ ହଟାଇଲା ଇସ୍କନ, କିନ୍ତୁ ରଥଯାତ୍ରା ନେଇ ଏବେ ବି ଇସ୍କନ ହ୍ୟୁଷ୍ଟନ ୱେବସାଇଟରେ ରହିଛି ଉଲ୍ଲେଖ। ଅଦିନିଆ ରଥଯାତ୍ରାକୁ ବିରୋଧ କରି ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଇସ୍କନର ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଗଜପତି ଚିଠି ଲେଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: