Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମାର୍ଚ୍ଚ ଶେଷ ବେଳକୁ ୪୦ ଡିଗ୍ରୀ ଛୁଇଁବ ପାରଦ  

Odisha

ମାର୍ଚ୍ଚ ଶେଷ ବେଳକୁ ୪୦ ଡିଗ୍ରୀ ଛୁଇଁବ ପାରଦ  

Manini Pattanayak
Browse all articles by Manini Pattanayak
·2 years ago
ମାର୍ଚ୍ଚ ଶେଷ ବେଳକୁ ୪୦ ଡିଗ୍ରୀ ଛୁଇଁବ ପାରଦ  

ଭୁବନେଶ୍ୱର:  ଗତକାଲି  ଭିଜିଥିଲା। ଚାରିଆଡେ ଥଣ୍ଡା ପାଗକୁ ମିଳିଥିଲା ଗରମରୁ ଆଶ୍ୱସ୍ତି।  ବର୍ଷା ପରେ ପୁଣି ଫେରିଲା ତାତି ।  ମାର୍ଚ୍ଚ ଶେଷ ବେଳକୁ ୪୦ ଡିଗ୍ରୀ ଛୁଇଁବ ପାରଦ । ୨ ଦିନର ଅଦିନିଆ ବର୍ଷା ପରେ ପୁଣି କାଲିଠୁ କଲବଲ କରିବ ତାତି । ଆଗାମୀ ୩ ଦିନ ମଧ୍ୟରେ ବଢିବ ଦିନର ତାପମାତ୍ରା । 


ପାରଦ ୮ରୁ ୧୦ ଡିଗ୍ରୀ ବଢିବା  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ଶେଷ ବେଳକୁ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।   ରାଜଧାନୀ ଭୁବନେଶ୍ୱରରେ  ସକାଳ ୯ଟାରୁ ମଧ୍ୟ  ବାହାରି ଅସମ୍ଭବ ହୋଇପଡିବ। 
ଅଧିକ ପଢନ୍ତୁ ଓଡ଼ିଶା  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
It can touch 40 degrees by the end of March, The daytime temperature will increase during the next 3 days | Argus News