Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ପୁତୁରା ଆକ୍ରମଣରେ ବଡ଼ ମା'-ଭାଉଜ ଗୁରୁତର            

Manini Pattanayak
Browse all articles by Manini Pattanayak
·1 year ago·1 min read
 ପୁତୁରା ଆକ୍ରମଣରେ ବଡ଼ ମା'-ଭାଉଜ ଗୁରୁତର            

ରାୟଗଡା: ଜମି ଜମା ବିବାଦ କୁ ନେଇ ଗଣ୍ଡଗଳ । ଏହି ଗଣ୍ଡଗୋଳରେ ଶିକ୍ଷକ ପୁତୁରାର ଠେଙ୍ଗା ମାଡରେ ବଡ ମା ସହିତ ଭାଉଜ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ  ସ୍ଥାନୀୟ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ସୂଚନା ।  

ସୂଚନାମୁତାବକ,  ଆଜି ସକାଳ ପ୍ରାୟ ୧୦ ଘଣ୍ଟିକା ସମୟରେ ଘରେ ଥିବାସମୟରେ  ଶିକ୍ଷକ ଦୁର୍ଗେଶ ବାଗ, ଏବଂ ତାଙ୍କ ମା ସ୍ଵାଦାମଣି ବାଗ ଗାଳି ଗୁଳଜ କରିବା ସହ ଠେଙ୍ଗା ରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବଡ ମା କାନ୍ଥିମା ବାଗ ଓ ତୁଳସୀ ବାଗ।  ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ।  ଏନେଇ ବଡ ମା ଏବଂ ଭାଉଜ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି। ଏବଂ ସେ କହିଛନ୍ତି ଜମି ଜମା ବିବାଦ କୁ ନେଇ ଏହିଭଳି ଘଟଣା  ଘଟିଛି।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It is alleged that the brother-in-law with the elder mother was seriously beaten up by the teacher's son in this mess. | Argus News