Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଧାନ ଶିକ୍ଷୟିତ୍ରୀ ବିକ୍ରି କରିଦେଇଥିବା ଅଭିଯୋଗ

Odisha

ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଧାନ ଶିକ୍ଷୟିତ୍ରୀ ବିକ୍ରି କରିଦେଇଥିବା ଅଭିଯୋଗ

Manini Pattanayak
Browse all articles by Manini Pattanayak
·2 years ago
ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଧାନ ଶିକ୍ଷୟିତ୍ରୀ ବିକ୍ରି କରିଦେଇଥିବା ଅଭିଯୋଗ

କଟକ: ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଧାନ ଶିକ୍ଷୟିତ୍ରୀ ବିକ୍ରି କରିଦେଇଥିବା ଅଭିଯୋଗ । ଚାଉଳ ଲଦା ହୋଇଥିବା ବାଇକ ସହ ବ୍ୟବସାୟୀଙ୍କୁ ଧରିଲେ ବିଦ୍ୟାଳୟର ସଭାପତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧୀନରେ ଥିବା ସରକାରୀ ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ ବୋଧଙ୍ଗରେ ।

ଗୋଟେ କ୍ବିଣ୍ଟାଲ ଚାଉଳ କିଲୋ ପିଛା 25ଟଙ୍କା ଦାମରେ ପ୍ରଧାନ ଶିକ୍ଷୟତ୍ରୀ ବିକ୍ରି କରିଥିବା ବେପାରୀ ମାନିଛି । ଥାନାରେ ଏତଲା ଦେଇ ଘଟଣାର ତଦନ୍ତ ଦାବି କରିଛନ୍ତି ବିଦ୍ୟାଳୟ ସଭାପତି । ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀଣୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
It is alleged that the headmaster has sold the children's lunch rice | Argus News