Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଅର ଫ୍ୟାକ୍ଟ୍ରିରେ ଆଇଟି ରେଡ, ହସ୍ତଗତ ହୋଇନାହିଁ କୌଣସି ତଥ୍ୟ

Banajyotshna Ray
Browse all articles by Banajyotshna Ray
·2 years ago
ବିଅର ଫ୍ୟାକ୍ଟ୍ରିରେ ଆଇଟି ରେଡ, ହସ୍ତଗତ ହୋଇନାହିଁ କୌଣସି ତଥ୍ୟ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଧୀନ ସୋଗର ନିକଟରେ ଥିବା ବିଅର ଫ୍ୟାକ୍ଟ୍ରିରେ ଆଇଟି ରେଡ । ଶକ୍ତି ମଲ୍ଟଏୟାର୍ ଆଣ୍ଡ ଲିମୋନେଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଏହି ରେଡ ଚାଲିଛି । ଆଇଟିର ଏକ ଟିମ୍ ଆଜି ସକାଳୁ ବିଭିନ୍ନ ପ୍ରକାରର କାଗଜପତ୍ର ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଏହିଁ ରେଡ ନେଇ କୌଣସି ପ୍ରକାରର ତଥ୍ୟ ହସ୍ତଗତ ହୋଇନାହିଁ। ରେଡ ଏବେବି ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IT raid at the Beer Factory | Argus News