ସୁନ୍ଦରଗଡରେ ଆୟକର ବିଭାଗର ଚଢାଉ
·2 years ago

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ । ବ୍ୟବସାୟୀ ଘନଶ୍ୟାମ ଓ ଭାଇ ବବଲୁ ଡାଲମିଆଙ୍କ ଘରେ ରେଡ କରିଛି ଆଇଟି । ଏକକାଳୀନ ଘର, ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ ହୋଇଛି । ସୁନ୍ଦରଗଡ, ରାଉରକେଲା, ଛତିଶଗଡ଼, ରାଏଗଡ଼, ରାଏପୁରରେ ଆୟକର ବିଭାଗ ପକ୍ଷରୁ ରେଡ ଚାଲିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: