Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୂର୍ବରୁ ସେଣ୍ଟ୍ରାଲ୍ GST ଏବେ IT ରେଡ୍ 

Odisha

ପୂର୍ବରୁ ସେଣ୍ଟ୍ରାଲ୍ GST ଏବେ IT ରେଡ୍ 

Smruti Parija
Browse all articles by Smruti Parija
·2 years ago
ପୂର୍ବରୁ ସେଣ୍ଟ୍ରାଲ୍ GST ଏବେ IT ରେଡ୍ 

ଭୁବନେଶ୍ୱର: ସୁବ୍ରତ ଛାଟୋଇଙ୍କ VANIK କୋଚିଂ ସେଣ୍ଟର ଉପରେ ଆଇଟି ରେଡ୍ । ନୟାପଲ୍ଲୀ ସ୍ଥିତ କୋଚିଂ ସେଣ୍ଟରରେ ଚାଲିଛି ଚଢାଉ । ଟ୍ୟାକ୍ସ ଫାଙ୍କିବା ନେଇ ଆୟାକର ବିଭାଗ ରେଡ କରିଥୁବା ସୂଚନା ରହିଛି । ଏହା ପୂର୍ବରୁ VANIK ଉପରେ ସେଣ୍ଟ୍ରାଲ ଜିଏସଟି ରେଡ କରିଥିଲା । 

ଘର ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା Vanik କୋଚିଂ ସେଣ୍ଟର ବ୍ରାଞ୍ଚରେ ଚାଲିଛି ରେଡ଼ । ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ଼ ହେଉଥିବା ସୂଚନା ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
It-raid-in-vanik-coaching-centre | Argus News