Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IT Raid on Utkal Builders / ଉତ୍କଳ ବିଲ୍ଡର୍ସରେ IT ରେଡ୍‌, ଏକାଧିକ ସ୍ଥାନରେ ଚାଲିଛି ଚଢ଼ାଉ

Santosh Kumar Sahoo
Browse all articles by Santosh Kumar Sahoo
·8 months ago
ଉତ୍କଳ ବିଲ୍ଡର୍ସରେ IT ରେଡ୍‌, ଏକାଧିକ ସ୍ଥାନରେ ଚାଲିଛି ଚଢ଼ାଉ

Key Points

ଉତ୍କଳ ବିଲ୍ଡରସ୍‌ ଉପରେ ଆୟକର ଚଢ଼ାଉ
ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ଚଢ଼ାଉ
ବିଲ୍ଡରସ୍‌ର ଏକାଧିକ ସ୍ଥାନରେ ରେଡ୍
ଉତ୍କଳ ବିଲ୍ଡର୍ସ ଉପରେ ଆୟକର ଚଢ଼ାଉ । ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ଉତ୍କଳ ବିଲ୍ଡର୍ସର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଏହି ଆଇଟି ରେଡ୍‌ରେ ୧୮ଟି ଟିମ୍‌ ସହ ୧୨୦ ଅଫିସର ନିୟୋଜିତ ହୋଇଛନ୍ତି । କୋଟି କୋଟି ଟଙ୍କା ଆୟକର ଫାଙ୍କିବା ଅଭିଯୋଗରେ ବିଭାଗର ପକ୍ଷରୁ ଚଢାଉ କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IT Raid on Utkal Builders; Multiple Locations Searched in Odisha | Argus News