Videos
|
Odisha

ତୃତୀୟ ଦିନରେ ରେଡ ଜାରି, ଏଯାଏଁ କୌଣସି ପ୍ରକାରର ତଥ୍ୟ ହସ୍ତଗତ ହୋଇନାହିଁ

Banajyotshna Ray
Browse all articles by Banajyotshna Ray
·2 years ago
ତୃତୀୟ ଦିନରେ ରେଡ ଜାରି, ଏଯାଏଁ କୌଣସି ପ୍ରକାରର ତଥ୍ୟ ହସ୍ତଗତ ହୋଇନାହିଁ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ତୁମୁସୀଙ୍ଗା ଥାନା ଅଧୀନ ସୋଗର ନିକଟରେ ଥିବା ବିଦେଶୀ ମଦ ଫ୍ୟାକ୍ଟ୍ରିରେ ଆଇଟି ରେଡ ଜାରି ରହିଛି । ଆଜି ମଧ୍ୟ ତୃତୀୟ ଦିନରେ ଶକ୍ତି ମଲ୍ଟ ଏୟାର୍ ଆଣ୍ଡ ଲିମୋନେଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଏହି ରେଡ୍ ଚାଲିଛି । ଆଇଟି ଟିମ୍ ଗତ ଦୁଇ ଦିନ ଓ ରାତି ତମାମ ବିଭିନ୍ନ ପ୍ରକାରର କାଗଜପତ୍ର ଯାଞ୍ଚ କରିଛି ।

ବର୍ତ୍ତମାନ ସୁଦ୍ଧା ଏହିଁ ରେଡ୍ ନେଇ କୌଣସି ପ୍ରକାରର ତଥ୍ୟ ହସ୍ତଗତ ହୋଇନାହିଁ । ମାଲିକ ବିକ୍ରମ କିଶୋର ସାହୁଙ୍କ ଉପସ୍ଥିତରେ ରେଡ୍ କରିଛି ଆୟକର ଟିମ୍ । ତେବେ ବୌଦ୍ଧ ଡିଷ୍ଟିଲାରି ସହ ଲିଙ୍କ୍ ମାମଲାରେ ଏହି ରେଡ୍ ଚାଲିଥିବା ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IT raids continue at foreign liquor factories | Argus News