Videos
|
Odisha

ଖସାପଡ଼ାଲାଗି ନୀତି ପାଇଁ ଵନ୍ଦ ରହିବ ଜଗା ଦର୍ଶନ 

Manini Pattanayak
Browse all articles by Manini Pattanayak
·2 years ago
ଖସାପଡ଼ାଲାଗି ନୀତି ପାଇଁ ଵନ୍ଦ ରହିବ ଜଗା ଦର୍ଶନ 

ପୁରୀ:  ଆସନ୍ତାକାଲି 4 ଘଣ୍ଟା ଜଗା ଦର୍ଶନ ବନ୍ଦ। ଖସାପଡ଼ା ଲାଗି ନୀତି ପାଇଁ ଵନ୍ଦ ରହିବ ସାଧାରଣ ଦର୍ଶନ। ସନ୍ଧ୍ୟା ଘ.୬.୦୦ ଟକା ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ।  
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: