Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ପୃଥିବୀର ସବୁଠୁ ବଡ଼ ଜୋକର ହେଉଛନ୍ତି ରାହୁଲ ଗାନ୍ଧୀ'

Smruti Parija
Browse all articles by Smruti Parija
·2 years ago
'ପୃଥିବୀର ସବୁଠୁ ବଡ଼ ଜୋକର ହେଉଛନ୍ତି ରାହୁଲ ଗାନ୍ଧୀ'

ଭୁବନେଶ୍ୱର: ରାହୁଲ ଗାନ୍ଧୀ ଓଡିଶା ଆସିଲେ କଂଗ୍ରେସ ଉପରେ ତାର ଓଲଟା ପ୍ରଭାବ ପଡ଼ିବ । ସେ ଯେଉଁଠିକୁ ଯାଆନ୍ତି ସେଠି କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ଭୋଟ ବଢେ । ତେଣୁ ରାହୁଲ ଗାନ୍ଧୀ ଆସିଲେ ବି ରାଜ୍ୟରେ କଂଗ୍ରେସର କିଛି ହେବନି । ବରଂ ଲୋକମାନେ କିଛି ଏଣ୍ଟରଟେନମେଣ୍ଟର ସୋର୍ସ ପାଇବେ । ପୃଥିବୀର ସବୁଠୁ ବଡ଼ ଜୋକର ହେଉଛନ୍ତି ରାହୁଲ ଗାନ୍ଧୀ । ଆଉ ସେ ଯେତେବେଳେ ଓଡିଶା ଆସିବେ ଲୋକମାନେ ଏଣ୍ଟରଟେନ ହେବେ । ଲୋକଙ୍କ ଏଣ୍ଟରଟେନମେଣ୍ଟ ପାଇଁ ରାହୁଲ ଗାନ୍ଧୀଙ୍କ ଭାଷଣ ବହୁତ ଭଲ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର । 

ଆହୁରି ପଢନ୍ତୁ ଓଡିଶା ଖବର...
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jainarayan-mishra-reaction-over-rahul-gandhi-odisha-visit | Argus News