Videos
|
Odisha

ନିର୍ବାଚନ ପୂର୍ବରୁ ବିଜେପି ମୁହାଁ ବିଜେଡି ନେତା

Manini Pattanayak
Browse all articles by Manini Pattanayak
·2 years ago
ନିର୍ବାଚନ ପୂର୍ବରୁ ବିଜେପି ମୁହାଁ ବିଜେଡି ନେତା

ଭୁବନେଶ୍ୱର:  ନିର୍ବାଚନ ପୂର୍ବରୁ ବିଜେପି ମୁହାଁ ବିଜେଡି ନେତା। ଆଜି ବିଜେପିରେ ଯୋଗ ଦେବେ ଜୟଦେବ ନିର୍ବାଚନ ମଣ୍ଡଳି ବିଧାୟକ ଅରବିନ୍ଦ ଢାଲି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମକୁ ପ୍ରଶଂସା କରିବା ସହ ବିଜେଡି ଛାଡିଥିଲେ ଅରବିନ୍ଦ।

ସେପଟେ ଆସନ୍ତାକାଲି ବିଜେପିରେ ଯୋଗଦେବେ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ। ଉପ ନିର୍ବାଚନ ବେଳେ ବିଜେଡିରୁ ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଚର୍ଚ୍ଚାରେ ରହିଥିଲେ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jayadeva Constituency MLA Arvind Dhali will join the BJP today. | Argus News