Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୩ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଏବଂ ଯୋଗୀ ଆଦିତ୍ୟନାଥ 

Manini Pattanayak
Browse all articles by Manini Pattanayak
·2 years ago
୨୩ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଏବଂ ଯୋଗୀ ଆଦିତ୍ୟନାଥ 

ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ  ମାରାଥନ ଗସ୍ତ ଓଡ଼ିଶାକୁ ଜାରି ରହିଛି। ୨୩ରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି।  କରଞ୍ଜିଆ, ଧାମନଗର, ବଡଚଣା, ବାଲିକୁଦାରେ  ନଡ୍ଡାଙ୍କ ସଭା ରହିଥିବାବେଳେ  ଚିଲିକା  ଓ ସାଲେପୁରରେ ଜନସଭା କରିବେ  ଯୋଗୀ।  

 ସେହିପରି  ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ। ନିର୍ବାଚନୀ ସଭାରେ ଯୋଗ ଦେବେ ଅରୁଣ।  ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ  କରିବେ ପ୍ରଚାର ଅରୁଣ ଗୋଭିଲ ।    

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
JP Nadda and Yogi Adityanath are coming from Odisha on 23rd | Argus News