Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀ ଯିବା ପୂର୍ବରୁ ଜୁଏଲ ଓରାମଙ୍କ ବଡ଼ ବୟାନ: ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ

Ritu Das
Browse all articles by Ritu Das
·2 years ago
ଦିଲ୍ଲୀ ଯିବା ପୂର୍ବରୁ  ଜୁଏଲ ଓରାମଙ୍କ ବଡ଼ ବୟାନ: ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ

ଅର୍ଗସ ବ୍ୟୁରୋ: ଦିଲ୍ଲୀ ଯିବା ପୂର୍ବରୁ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ । କହିଲେ, ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରକୁ ପଠାଯାଇଛି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ହେବ। 

ଏଥର ପ୍ରାର୍ଥୀ ତାଲିକାରେ ନିଶ୍ଚିତ ଓଡ଼ିଶା ରହିବ ବୋଲି କହିଛନ୍ତି ଜୁଏଲ ଓରାମ । ଏହା ସହ ଜୁଏଲ ଓରାମ କହିଛନ୍ତି, ଆଜି ଦିଲ୍ଲୀରେ ରହିଛି ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ । ଏଥିରେ ରାଜ୍ୟ ନେତୃତ୍ୱ ଭାଗ ନେଇ ପାରନ୍ତି । ଦିଲ୍ଲୀରୁ ଡାକରା ପରେ ରାଜ୍ୟ ନେତୃତ୍ୱ ଦିଲ୍ଲୀରେ ଗସ୍ତରେ ଅଛନ୍ତି ବୋଲି କହିଛନ୍ତି ଜୁଏଲ ଓରାମ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Juel Oram's big statement | Argus News