Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଡିଲା ଘର ଛପର, 12 ଘଣ୍ଟା ହେବ ବିଜୁଳି ବନ୍ଦ 

Smruti Parija
Browse all articles by Smruti Parija
·2 years ago
ଉଡିଲା ଘର ଛପର, 12 ଘଣ୍ଟା ହେବ ବିଜୁଳି ବନ୍ଦ 

ଅନୁଗୋଳ: ଗତକାଲି ଅନଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ କାଳବୈଶାଖୀ ହୋଇଥିଲା । ଦୀର୍ଘ 3 ଘଣ୍ଟାରୁ ଉର୍ଦ୍ଧ୍ୱ ପ୍ରବଳ ବେଗରେ ପବନ ବହିବା ଶହ ଘଡ ଘଡି ବର୍ଷା ହୋଇଥିଲା । ଏହାର ପ୍ରଭାବରେ ଈଶ୍ୱରନଗର ପଞ୍ଚାୟତର ଗୋଡ଼ାପଦା, ସମଳ, ରୟା, ଈଶ୍ୱରନଗର ଗ୍ରାମରେ ପାଖାପାଖି 15 ଟି ଘରର ଛପର ଉଡି ଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି ।

ଫଳରେ 12 ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ବିଜୁଳି ସରବାହ ବନ୍ଦ ରହିଛି । ଅନ୍ୟପଟେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalabaisakhi-in-angul-palalahara | Argus News