Leave Cancelled / ଆଜି ରାତିରେ ବାତ୍ୟା 'ମୁରାସୁ'ର ଲ୍ୟାଣ୍ଡଫଲ୍; କଳାହାଣ୍ଡିରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ
·1 hour ago·2 min read

Key Points
ଆଜି ରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା
ମୁରାସୁ ଲାଗି ତୟାର୍ କଳାହାଣ୍ଡି ଜିଲ୍ଲା
ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ ଘୋଷଣା
ମୁରାସୁ ଲାଗି ତୟାର୍ କଳାହାଣ୍ଡି ଜିଲ୍ଲା
ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ ଘୋଷଣା
କଳାହାଣ୍ଡି: ଅର୍ଣ୍ଣବ୍ ବାତ୍ୟା ପରେ, ଡରାଉଛି 'ମୁରାସୁ'। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା 'ମୁରାସୁ' ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆଜି ରାତି ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାକୁ ଯାଉଛି ବାତ୍ୟା ମୁରାସୁ । ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ କମ୍ ରହିବାର ଆଶଙ୍କା ଥିଲେ ମଧ୍ୟ, ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଜିଲ୍ଲା ପ୍ରଶାସନ । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାାଇଛି ।
ପଢନ୍ତୁ ଏହି ଖବର: ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
- କଳାହାଣ୍ଡିରେ ବାତ୍ୟାର ପ୍ରଭାବ ବିଶେଷ ନାହିଁ
- ଗର୍ଭବତୀ, ରୋଗୀଙ୍କୁ ସ୍ଥାନାନ୍ତର
ପଢନ୍ତୁ ଏହି ଖବର: ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଆଜି ରାତିରେ ଲ୍ୟାଣ୍ଡଫଲ୍