ନବରାତ୍ର ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା
·1 year ago

ଅର୍ଗସ ବ୍ୟୁରୋ: ଆସିଛି ପାର୍ବଣ ଋତୁ। ଧରାପୃଷ୍ଠରେ ଅବତୀର୍ଣ୍ଣ ହେଉଛନ୍ତି ଜଗତ ଜନନୀ ମା' ଦୁର୍ଗା। ଏ ଉପଲକ୍ଷେ ଆଜି ପଦ୍ମପୁର ଉପଖଣ୍ଡର ପାଇକମାଳ ଠାରେ ଅନୁଷ୍ଠିତ ହୋଇଛି କଳସ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।
ପାଇକମାଳ ଦୁର୍ଗା ମନ୍ଦିରରେ ପ୍ରତ୍ୟେକ ଦିନ ଜଗତ ଜନନୀ ମା' ଦୁର୍ଗାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ପାର୍ବଣ ଋତୁ ପାଇଁ ମଧ୍ୟ ପାର୍ଶ୍ବରେ ଆଉ ଏକ ମା' ଦୁର୍ଗା ପ୍ରତିମା ମୂର୍ତ୍ତି ବା ମେଢ଼ କରାଯାଇଛି। ଆଜି ଠାରୁ ପାଇକମାଳରେ ଅନୁଷ୍ଠିତ ହେବ ଦଶହରା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: