Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାତିରୁ ମିଳିବ ଆଶ୍ୱସ୍ତି, ୨ ଦିନ ପରେ କାଳବୈଶାଖୀ ସମ୍ଭାବନା

Odisha

ତାତିରୁ ମିଳିବ ଆଶ୍ୱସ୍ତି, ୨ ଦିନ ପରେ କାଳବୈଶାଖୀ ସମ୍ଭାବନା

Banajyotshna Ray
Browse all articles by Banajyotshna Ray
·2 years ago
ତାତିରୁ ମିଳିବ ଆଶ୍ୱସ୍ତି, ୨ ଦିନ ପରେ କାଳବୈଶାଖୀ ସମ୍ଭାବନା

ଅର୍ଗସ ବ୍ୟୁରୋ:  ତାତିରୁ ମିଳିବ ଆଶ୍ୱସ୍ତି । ୨ ଦିନ ପରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 3ରୁ5 ଡିଗ୍ରୀ ହ୍ରାସ ପାଇବା ଅନୁମାନ କରାଯାଉଛି । ଆଗାମୀ ୨୪ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଦୁଇ ଦିନ ତଳେ ରାଜ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଯାହା ଫଳରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା।  କମିପାରେ ଦିନର ତାପମାତ୍ରା । ଯେଉଁଭଳି ଭାବରେ ରାଜ୍ୟରେ ତାତି ବଢ଼ିଚାଲିଛି, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kalbaisakhi after 2 days coming soon | Argus News