Videos
|
Odisha

ପ୍ରବଳ ବର୍ଷା ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡ଼ି ଭାଙ୍ଗୁଛି ପାଣି

Banajyotshna Ray
Browse all articles by Banajyotshna Ray
·2 years ago
ପ୍ରବଳ ବର୍ଷା ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡ଼ି ଭାଙ୍ଗୁଛି ପାଣି

ଅର୍ଗସ ବ୍ୟୁରୋ:  ପାରଳାଖେମୁଣ୍ଡିରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡ଼ି ଭାଙ୍ଗୁଛି ପାଣି । ଡାକ୍ତରଖାନାରେ ପାଣି ପଶିବା ସହ ଛାତରୁ ପାଣି ଗଳୁଥିଲା। ଫଳରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ତାର ଛିଣ୍ଡିଥିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ, ସହରର ତଳି ଅଞ୍ଚଳରେ ପାଣି ପଶି ଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kalbaisakhi rain in Paralakhemundi | Argus News