Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଣ୍ଟାମାଳରେ ଇତିହାସ ରଚିଲେ କହ୍ନେଇ ଡାଙ୍ଗ

Odisha

କଣ୍ଟାମାଳରେ ଇତିହାସ ରଚିଲେ କହ୍ନେଇ ଡାଙ୍ଗ

Ritu Das
Browse all articles by Ritu Das
·2 years ago
କଣ୍ଟାମାଳରେ ଇତିହାସ ରଚିଲେ କହ୍ନେଇ ଡାଙ୍ଗ

ଅର୍ଗସ ବ୍ୟୁରୋ: ବୌଦ୍ଧ ଓ କଣ୍ଟାମାଳର ଦୁଇ ନିର୍ବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ। କାମ କଲା ମୋଦୀ ଫାକ୍ଟର ବିଜେଡି ଗଡ଼ରେ ଫୁଟିଲା ପଦ୍ମ। ଆସ୍ଥା ଭାଜନ ହେଲେ ବିଜେପି ପ୍ରାର୍ଥୀ। କଣ୍ଟାମାଳରେ ଇତିହାସ ରଚିଲେ କହେଁଇ ଡାଙ୍ଗ। ସାତ ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ ହେଲେ ଓ ଦୀର୍ଘ ପନ୍ଦର ବର୍ଷ ପରେ ବିଜେଡିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର ବିଜେପି ବିଜୟୀ ମାନ ରଖିଲେ ଜନତା ଜନାର୍ଦ୍ଦନ ଶୁଣିଲେ ମୋ ଅଶ୍ରୁଳ ନିବେଦନ।

ଏ ବିଜୟ ମୋର ନୁହେଁ କଣ୍ଟାମାଳ ନିର୍ବାଚନ ମଣ୍ଡଳ ବାସୀଙ୍କର ଓ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦ ଯୋଗୁଁ ଓ ଜନ ସାଧାରଣ ଙ୍କ ବୋଲି କହିଲେ କହେଇ ଡାଙ୍ଗ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Kanhei Dang | Argus News