|
logo
Live

Argus News - ଆ-କା-ମା- ବୈ, ପାନ ଗୁଆ ଥୋଇ...

Odisha

ଆ-କା-ମା- ବୈ, ପାନ ଗୁଆ ଥୋଇ...

Banajyotshna Ray
Browse all articles by Banajyotshna Ray
·2 years ago
ଆ-କା-ମା- ବୈ, ପାନ ଗୁଆ ଥୋଇ...

ଅର୍ଗସ ବ୍ୟୁରୋ:  ଆ-କା-ମା- ବୈ ..  ପାନ ଗୁଆ ଥୋଇ .. ପାନ ଗୁଆ ତୋର, ମାସକ ଧରମ ମୋର .. । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧୁମଧାମରେ ପାଳନ ହେଉଛି ବର୍ଷର ପୂଣ୍ୟମାସ । ଜଳାଶୟ ସାଙ୍ଗକୁ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ । ନଦୀ, ପୋଖରୀ ଏବଂ ଜଳାଶୟ ପଠାରେ ଡଙ୍ଗା ଭସାଉଛନ୍ତି ହିନ୍ଦୁ ଧର୍ମାବଲମ୍ବୀ । ସେହିପରି ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେଉଛି ।  ଉତ୍କଳର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଆସୁଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆ-କା-ମା- ବୈ, ପାନ ଗୁଆ ଥୋଇ... | Argus News