Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେଡି ଛାଡିଲେ ଅନୁଭବ ।  ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର ।  ଅନୁଭବ ମହାନ୍ତି 2019ରୁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ଅନେକ ଦିନରୁ ଦଳ ଭିତରେ କୋଣଠେସା ହୋଇଥିବା ନେଇ ଥିଲେ ଅସନ୍ତୁଷ୍ଟ । ପୂର୍ବରୁ ବିଜେଡି ଟିକେଟ୍ ରେ ଯାଇଥିଲେ ରାଜ୍ୟସଭା ।  ପାରିବାରକି ବିବାଦ ପରଠୁ ଦଳରୁ ଦୂରେଇ ରହିଥିଲେ ଅନୁଭବ ।  

 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ଆକାଶ ଦାସ ନାୟକ ।  ଯାଜପୁର କୋରେଇ ପୂର୍ବତନ ବିଧାୟକ ଥିଲେ ଆକାଶ ଦାସ ନାୟକ । 2014ରୁ 2019 ଯାଏ କୋରେଇର ବିଧାୟକ ଥିଲେ । ସେ ମୋ କଲେଜର ଅଧ୍ୟକ୍ଷ ମଧ୍ୟ ଥିଲେ ଆକାଶ ଦାସ ନାୟକ । ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡିଥିବା କହିଲେ ଆକାଶ । 

ବିଜେଡିରୁ ଇସ୍ତଫା ଦେଲେ ଆକାଶ ଦାସ ନାୟକ

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Kendrapara MP Anubhav Mohanty quits BJD, sends resignation letter to party president and Chief Minister | Argus News