Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡ଼ାକରା

Odisha

କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡ଼ାକରା

Arpita Mohanty
Browse all articles by Arpita Mohanty
·2 years ago
କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡ଼ାକରା

ଅର୍ଗସ ବ୍ୟୁରୋ : ଲୋକଙ୍କ ଅଭିଯୋଗ ଶୁଣିବା ପ୍ରତିବର୍ତ୍ତେ କେସିଙ୍ଗା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜନ ସାଧାରଣଙ୍କୁ ଦୁର୍ବ୍ୟହାର କରିବା ଓ ମନ ମୁଖି ଶାସନ ପ୍ରତିବାଦରେ ଗତ ଦୁଇ ଦିନ ହେଲା କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ଏନଏସି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ। ହେଲେ ଜିଲ୍ଲା ପ୍ରଶାସନ ଏହାର କୌଣସି ସମାଧାନ ନ କରିବାରୁ ଶେଷରେ ଆଜି କେସିଙ୍ଗା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାକୁ ବିଜେଡି, ବିଜେପି, କଂଗ୍ରେସ ଓ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି।

ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକେ ସ୍ଵଇଛାରେ ସମସ୍ତ ଦୋକାନ ବଜାର ବନ୍ଦ ରଖି ନିଜ ସମର୍ଥନ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kesinga | Argus News