Videos
|
Odisha

କଂଗ୍ରେସରୁ ଇସ୍ତଫା ଦେଲେ ଖଡ଼ିଆଳ ଅଧିରାଜ ପାଣିଗ୍ରାହୀ

Ritu Das
Browse all articles by Ritu Das
·2 years ago
କଂଗ୍ରେସରୁ ଇସ୍ତଫା ଦେଲେ ଖଡ଼ିଆଳ ଅଧିରାଜ ପାଣିଗ୍ରାହୀ

ଅର୍ଗସ ବ୍ୟୁରୋ: କଂଗ୍ରେସରୁ ଇସ୍ତଫା ଦେଲେ ଅଧିରାଜ ପାଣିଗ୍ରାହୀ। ଖଡ଼ିଆଳ ବିଧାୟକ ଥିଲେ ଅଧିରାଜ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ। 

ଆସନ୍ତାକାଲି ବିଜେଡିରେ ସାମିଲ ହେବା ସମ୍ଭାବନା ରହିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Khadial MLA Adhiraj | Argus News