Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ, ବିଜେଡିରୁ ଇସ୍ତଫା ଦେଲେ ଖଗେଶ୍ୱର ବେହେରା

Odisha

ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ, ବିଜେଡିରୁ ଇସ୍ତଫା ଦେଲେ ଖଗେଶ୍ୱର ବେହେରା

Banajyotshna Ray
Browse all articles by Banajyotshna Ray
·2 years ago
ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ, ବିଜେଡିରୁ ଇସ୍ତଫା ଦେଲେ ଖଗେଶ୍ୱର ବେହେରା

ଅର୍ଗସ ବ୍ୟୁରୋ:  ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ। ବିଜେଡିରୁ ଇସ୍ତଫା ଦେଲେ ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା । ସେ ତାଙ୍କର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ସେ କହିଛନ୍ତି, ଦଳରେ ଗଣତନ୍ତ୍ରର ଗରିମା ଆଉ ନାହିଁ । ନବୀନ ପଟ୍ଟନାୟକ ନିଜେ ୨୫ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ପୁଣି ଥରେ ଆଶାବାଦୀ ଅଛନ୍ତି। ଦଳରେ ଅନ୍ୟ ନେତୃତ୍ୱଙ୍କୁ ସୁଯୋଗ ମିଳୁନଥିବା କହିଛନ୍ତି । ଖଗେଶ୍ୱର 2009 ରୁ 2014 ପର୍ଯ୍ୟନ୍ତ ଛେଣ୍ଡିପଦାରୁ ବିଧାୟକ ଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Khageswar Behera resigned from BJd | Argus News