Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ୍ ଜେ.ଇ  

Manini Pattanayak
Browse all articles by Manini Pattanayak
·2 years ago
୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ୍ ଜେ.ଇ  

ଖୋର୍ଦ୍ଧା:  ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ବ୍ଲକ୍ ଜେ.ଇ  । ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଖୋର୍ଦ୍ଧା ବ୍ଲକ୍ ଜେ.ଇ ସଙ୍ଗୀତା ମହାପାତ୍ର । ନିଜ କାର୍ଯ୍ୟାଳୟରେ ନେଇଥିବା ଟଙ୍କା ସହିତ ଧରା ହେଲେ ସଙ୍ଗୀତା । ଭିଜିଲାନ୍ସ ଅଧିକାରୀ ସଙ୍ଗୀତାଙ୍କୁ ଅଟକ ରଖି ଚଳାଇଛନ୍ତି ପଚରାଉଚରା ।

ଠିକାଦାର ଶିଶିର ମଙ୍ଗରାଜଙ୍କ ଠାରୁ ୫୦୦୦୦ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ରାଜ୍ୟସଭା ସାଂସଦଙ୍କ ଅନୁଦାନ ରେ ଖୋର୍ଦ୍ଧା ବ୍ଲକ ରେ ଏକ ରାସ୍ତା କାର୍ଯ୍ୟ ବିଲ ପାସ କରିବାକୁ ନେଉଥିଲେ ଲାଞ୍ଚ। ବ୍ଲକ୍ କାର୍ଯ୍ୟାଳୟ ରୁ ଭିଜିଲାନ୍ସ ଟିମ୍ ଜବତ କଲ ପୁଲା ପୂଳା ଟଙ୍କା। ଭିଜିଲାନ୍ସ ଟିମ୍ ବ୍ଲକ କାର୍ଯ୍ୟାଳୟର କରୁଛି ତଦନ୍ତ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Khurda Block J.E. in Vigilance net | Argus News