Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜେଲରୁ ବାହାରିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ

Ritu Das
Browse all articles by Ritu Das
·2 years ago
ଜେଲରୁ ବାହାରିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା- ଜେଲରୁ ବାହାରିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ । ଜେଲରୁ ବାହାରି ପ୍ରଶାନ୍ତ କହିଲେ ଜନସାଧାରଣ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

ନବୀନ ବାବୁ ହେଉଛନ୍ତି ନିମକହାରମ । ନବୀନ ବାବୁ କାଲି ତାମିଲ ଗୁମସ୍ତା ସପକ୍ଷ ବାହାରି ଛନ୍ତି। ନବୀନ ଆଉ ଗୁମାସ୍ତାଙ୍କ ପ୍ରେମ ସରିନି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khurda MLA | Argus News