ବେଆଇନ ପଥରଖଣିରେ ଖୋର୍ଦ୍ଧା ଟାଙ୍ଗୀ ପୋଲିସର ଚଢ଼ାଉ
·1 year ago

ଅର୍ଗସ ବ୍ୟୁରୋ: ବେଆଇନ ପଥରଖଣିରେ ଖୋର୍ଦ୍ଧା ଟାଙ୍ଗୀ ପୋଲିସର ଚଢ଼ାଉ । ପଥରକଟା ମେସିନ ସହିତ ଟ୍ରକ-ଟ୍ରାକ୍ଟର ଓ ଜେସିବି ଗାଡ଼ି ଜବତ । ବିଳମ୍ବିତ ରାତ୍ରରେ ମାଙ୍କଡା ପଥର ଖନନ ସାଙ୍ଗକୁ ମାଙ୍କଡା ପଥର ସବୁ ଚୋରା ଚାଲାଣ କରାଯାଉଥିଲା । ପୋଲିସ ଗୋଟିଏ ମାମଲା ରୁଜୁ କରିଥିବା ବେଳେ ଖୁବଶୀଘ୍ର ପଥରମାଫିଆ ମାନଙ୍କୁ ଗିରଫ କରାଯିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: