Videos
|
Odisha

ଜେଜେଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ନିଖୋଜ

Smruti Parija
Browse all articles by Smruti Parija
·2 years ago
ଜେଜେଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ନିଖୋଜ

କଟକ:  ମହାନଦୀରେ ବୁଡ଼ି ଯୁବକ ନିଖୋଜ । ଜେଜେଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ନିଖୋଜ ହୋଇଥିବା ସୂଚନା ରହିଛି । ତୁଳସୀପୁର ହାତୀଗଡ଼ା ପାଖ ମହାନଦୀରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଯାଇଛି । ଅନ୍ୟପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଯୁବକଙ୍କୁ ଉଦ୍ଧାର ପାଇଁ ଜୋର୍‌ଦାର୍‌ ଉଦ୍ୟମ ଜାରି ରହିଛି । ନିଖୋଜ ଯୁବକ ଜଣକ ସିଡିଏ-6 ଅଞ୍ଚଳର ହୋଇଥିବା ସୂଚନା ମିଳିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: