Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଅକୁ ହତ୍ୟା ଓ ଝିଅକୁ ବାପାର ଛୁରା ମାଡ଼

Odisha

ପୁଅକୁ ହତ୍ୟା ଓ ଝିଅକୁ ବାପାର ଛୁରା ମାଡ଼

Rashmita Mishra
Browse all articles by Rashmita Mishra
·1 year ago
ପୁଅକୁ ହତ୍ୟା ଓ ଝିଅକୁ ବାପାର ଛୁରା ମାଡ଼

ଅଗର୍ସ ବ୍ୟୁରୋ: ପିଶାଚ ବାପା l ନୂଆପଡା ଜିଲ୍ଲା ବୋଡେ଼ନ ଥାନା କୋଟିଆପଡାରେ ଅଭାବନୀୟ ଘଟଣା । ନିଜର 14 ମାସର ପୁଅ କୁ ହତ୍ୟା ଓ ଝିଅକୁ ବାପା ଛୁରା ମାଡ଼ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।  ଜଙ୍ଗଲରେ 14 ମାସର ପୁଅକୁ ହତ୍ୟା ଓ ଜଙ୍ଗଲରେ 2 ବର୍ଷର ଝିଅକୁ ଛୁରାମାଡ଼ କଲା ପିଶାଚ ବାପା ।  ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଏଭଳି କାଣ୍ଡ ଘଟାଇ ବାପା ଫେରାର ହୋଇଯାଇଛି । ସେପଟେ ଗୁରୁତର ଝିଅ ବୋଡେନ୍ ମେଡିକାଲରେ ଭର୍ତ୍ତି ହୋଇଛି । ସ୍ଵାମୀର ନିର୍ଯାତନା ସହିନପାରି ଛୁଆଙ୍କୁ ଛାଡ଼ି ବାପ ଘରକୁ ପଳାଇଥିଲେ ସ୍ତ୍ରୀ । 

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Kill the son and stab the daughter of the father | Argus News