Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ଟିଉସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା 

Odisha

 ଟିଉସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା 

Manini Pattanayak
Browse all articles by Manini Pattanayak
·2 years ago
 ଟିଉସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା 

ଖୋର୍ଦ୍ଧା: ଜଟଣୀ ବେଣାପଞ୍ଜରୀରେ ଘରେ ପଶି ନାବାଳକକୁ ନିର୍ମମ ହତ୍ୟା ଘଟଣା। ଟିଉସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା ହୋଇଥିବା କହିଲେ DCP। ପ୍ରେସମିଟ୍‌ରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲେ ଭୁବନେଶ୍ଵର ଡିସିପି। `ମୃତ ନାବାଳକର ବାପା-ମା’ ଟିଉସନ୍‌ କରନ୍ତି'। ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠି ଟିଉସନ୍‌ ହେଉଥିଲେ’।

‘ପ୍ରାୟ 3ରୁ 5 ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା’। ‘ଟିଉସନ୍‌ ସାର୍ ବାକି ଟଙ୍କା ଦେବାକୁ ତାକୁ ବାରମ୍ବାର କହୁଥିଲେ’। ‘ଏହାକୁ ନେଇ ଲଜ୍ଜିତ ହୋଇଥିଲା, ପ୍ରତିଶୋଧପରାୟଣ ହୋଇଥିଲା’। ଖରାପ ଲାଗିବାରୁ ସାର୍‌ଙ୍କ ନାବାଳକ ପୁଅକୁ ହତ୍ୟା କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । 
 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Jatni broke into a house and brutally killed a minor. | Argus News