Videos
|
Odisha

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶାନ୍ତି ଶୃଙ୍ଖଳାରେ ଗଡ଼ିଲା ରଥ

Ritu Das
Browse all articles by Ritu Das
·2 years ago
କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶାନ୍ତି ଶୃଙ୍ଖଳାରେ ଗଡ଼ିଲା ରଥ

ଅର୍ଗସ ବ୍ୟୁରୋ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତଙ୍କ ଭିଡ ଜମିଲା। ତିନି ରଥ ପ୍ରସ୍ତୁତି ରେ ପଥ ରେ ଗଡିଲା ତିନି ରଥ। ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଚକ ଗଡିଲା। ଶୂନ୍ୟ ଆକାଶରୁ ବଡ ଦାଣ୍ଡ ପହଣ୍ଡି ବିଜେରେ ଦୁଇ ଭାଇ ଭଉଣୀ ସହ ପତିତ ପାବନ। 

କୋରାପୁଟ ଶାବର ଶ୍ରୀକ୍ଷେତ୍ର ରଥ ଯାତ୍ରା ପାଇଁ ରଥ, ପଥ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବଳରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧ୍ୟକ୍ଷ ରଥ ଉପରେ ଉପସ୍ଥିତ ରହି ଆଜି ସର୍ବ ସାଧାରଣଙ୍କ ସହ ସାମିଲ୍ ହେଲେ। ଏବଂ କୋରାପୁଟ ବିଜେପି ବିଧାୟକ ରଘୁ ରାମ ମାଛ ନିଜ ପରିବାର ସହ ଦର୍ଶନ ଲାଭ କଲେ। 9 ପ୍ଲାଟୁନ ପୋଲିସ ମୁତୟନ ହେଇଥିବା କହିଲେ କୋରାପୁଟ ଏସପି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Koraput shavar | Argus News