Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରାପୁଟ ; ଘାଟିରୁ ତଳକୁ ଖସିଲା କାର, ୩ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago
କୋରାପୁଟ ; ଘାଟିରୁ ତଳକୁ ଖସିଲା କାର, ୩ ମୃତ

ଅର୍ଗସ ବ୍ୟୁରୋ :  ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟି ତଳକୁ ଖସଲା ଏକ କାର। ଉକ୍ତ କାରରେ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଚାରି ଜଣଙ୍କ ଯାତ୍ରୀ ଯାଉ ଥିବା ନେଇ ଜଣାପଡ଼ିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ଘଟିବା ନେଇ ଜଣାପଡ଼ିଛି। ଏଥିସହ ଜଣେ ଗୁରୁତର ଥିବା ଜଣା ପଡିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ. 

ଅଧିକ ପଢନ୍ତୁ : ପୁରୀ ଷ୍ଟେସନ କୋଚିଂ ଡିପୋରେ ନିଆଁ

ଗତକାଲି ବିଳମ୍ବିତ ରାତ୍ରୀ ସମୟରେ ଉକ୍ତ ଘଟଣା ଟି ଘଟିଥିବା ନେଇ ଜଣାପଡ଼ିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Koraput, The car fell down the gorge, 3 dead | Argus News