ଭୋଟ୍ ଦେଉଛନ୍ତି କୋଟିଆବାସୀ
·2 years ago

କୋରାପୁଟ: ଭୋଟ୍ ଦେଉଛନ୍ତି କୋଟିଆବାସୀ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉଭୟ ସ୍ଥାନରେ ଭୋଟ୍ ଦେଉଛନ୍ତି କୋଟିଆବାସୀ। କୋଟିଆ ସଦର ମହକୁମାରେ ଆଦର୍ଶ ବୁଥ କେନ୍ଦ୍ର ଓଡ଼ିଶା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି। ତେବେ କୋଟିଆବାସୀ କିନ୍ତୁ ପ୍ରଥମେ ଆନ୍ଧ୍ର ନେରିଡି ୱାଲ୍ସାରେ ମତଦାନ ସାବ୍ୟସ୍ତ କରିଛନ୍ତି।
ଏହା ପରେ ଅପରାହ୍ନରେ କୋଟିଆବାସୀ ଓଡିଶା ସରକାରଙ୍କୁ ଭୋଟ୍ ଦେବେ। କୋରାପୁଟ ଜିଲ୍ଲା ପୋଟାଙ୍ଗି ନିର୍ବାଚନ ମଣ୍ଡଳୀ କୋଟିଆ ପୁଞ୍ଜରେ ଓଡ଼ିଶା ପକ୍ଷରୁ 9ଟି ବୁଥ କେନ୍ଦ୍ର ଖୋଲାଯାଇଛି। କୋଟିୟା ପଞ୍ଚାୟତରେ 5502 ଭୋଟର ଅଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: