Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ 

Manini Pattanayak
Browse all articles by Manini Pattanayak
·2 years ago
ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ 

କୋରାପୁଟ:  ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ମାନୟମ୍ ଜିଲ୍ଲାର ସାଲୁର ନିର୍ବାଚନ ମଣ୍ଡଳୀରେ YSRCP ସାଲୁରୁ ବିଧାୟକ ପ୍ରାର୍ଥୀ ପିଡ଼ିକା ରାଜନ ଦୋରା ନାମାଙ୍କନ ବେଳେ କୋଟିଆ ବାସୀ ସାମିଲ ହୋଇଥିଲେ । ଆନ୍ଧ୍ର ପକ୍ଷରୁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ସାମିଲ କରାଯାଉଥିଲେ ମଧ୍ୟ ଓଡିଶା ସରକାର ଚୁପ ରହିଛନ୍ତି ।

ଓଡିଆ ଅସ୍ମିତାର ରକ୍ଷା କରିବ କିଏ ? କୋଟିଆ ବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଗିଫ୍ଟ ଦିଆଯାଉଥିବା ଅଭିଯୋଗ ହେଉଛି ।  ଏହାକୁ ଗୁରୁତର ସହ ନେଇଛି ଉତ୍କଳ ସମ୍ମିଳନୀ ସଂଗଠନ । ନିର୍ବାଚନ ବେଳେ କୋଟିଆ ସୀମା ସିଲ କରିବାକୁ ସଂଗଠନର ଦାବି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kotia residents join the Andhra candidate's rally in koraput | Argus News