Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୋଲିସ ପଞ୍ଝାରେ ଲେଡି ଠକ ସର୍ଦ୍ଦାର 

Odisha

ପୋଲିସ ପଞ୍ଝାରେ ଲେଡି ଠକ ସର୍ଦ୍ଦାର 

Manini Pattanayak
Browse all articles by Manini Pattanayak
·1 year ago·1 min read
ପୋଲିସ ପଞ୍ଝାରେ ଲେଡି ଠକ ସର୍ଦ୍ଦାର 

ମୟୂରଭଞ୍ଜ: ପୋଲିସ କବଜାରେ ଲେଡି ୪୨୦ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପୋଲିସ ପଞ୍ଝାରେ ଲେଡି ଠକ ସର୍ଦ୍ଦାର । କରକଚିଆ ଅଞ୍ଚଳର ମହିଳା କବିତା ସିଂ ଗାଁ ଗାଁ ବୁଲି ପ୍ରଥମେ ମହିଳାମାନଙ୍କୁ ନେଇ ସ୍ବୟଂ ସହାୟକ ଗ୍ରୁପ୍ ତିଆରି କରୁଥିଲେ। ଆସ୍ଥା ଭାଜନ ହେବା ପରେ କରୁଥିଲେ ବଡ଼ ଠକେଇର ମାଷ୍ଟର ପ୍ଲାନ।  ବାଇକ, ସ୍କୁଟି, କାର, ଟ୍ରାକ୍ଟର ଆଦି ଅଳ୍ପ ଟଙ୍କାରେ କରାଇଦେବେ ବୋଲି କହି ଲୋକଙ୍କ ନିକଟରୁ ୨୦ ହଜାରରୁ ଆରମ୍ଭ କରି ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥିଲେ।

ଟଙ୍କା ନେଇ ଗାଡି ଦେଲେ, କିନ୍ତୁ ସେହି ଗାଡିକୁ କିସ୍ତିରେ କିଣିଦେଇ ଲୋକଙ୍କ ପାଖରେ ପହଞ୍ଚାଇ ଦେଇ ଲେଡି ଠକ ସର୍ଦାର କବିତା ସିଂ ଗାଏବ ହୋଇଯାଇଥିଲେ । ଏଣେ କାହାର ଗାଡି କିସ୍ତି ଦିଆ ଯାଇନଥିବାରୁ ଗାଡିକୁ କମ୍ପାନୀ ଵାଲା ନେଇ ଯାଇଥିଲେ । ସେପଟେ ଏବେ ଫାଇନାନ୍ସ କମ୍ପାନୀ ପ୍ରତିନିଧିଙ୍କ ତାଗିଦର ଶିକାର ହୋଇଛନ୍ତି ସମସ୍ତ ଲୋକ । ଥାନାରେ ଅଭିଯୋଗ ହେବା ପରେ ଲେଡି ଠକ ସର୍ଦାରଙ୍କୁ ପୋଲିସ ଉଠାଇ ଆଣି ତଦନ୍ତ ଆରମ୍ଭ କରି । ଏହି ଠକେଇ ପଛରେ ବଡ଼ ରାକେଟ୍ ଥିବା ଅନୁମାନ କରୁଛି ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
she took money from people starting from 20 thousand to 3 lakhs by saying that he will get bikes, scooties, cars, tractors etc. for a small amount of money. | Argus News