Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍

Odisha

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍

Arpita Mohanty
Browse all articles by Arpita Mohanty
·2 years ago
ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍

ଅର୍ଗସ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମର ରିଟାର୍ଡ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ ବିଳମ୍ବିତ ରାତିରେ ଲୁଟ୍ ।  ବାରିପଟ ଗ୍ରିଲ କାଟି ଘର ଭିତରେ ପଶିଲେ ପାଞ୍ଚ ଛଅ ଜଣ ଦୁର୍ବୁତ୍ତ ।  

ଘର ସଦସ୍ୟଙ୍କୁ ଛୁରୀ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଏକ ଲକ୍ଷ ଟଙ୍କାରୁ ଅଧିକ ଚୋରୀ କରିଥିବା ନେଇ ଅସ୍ତରଙ୍ଗ ଥାନାରେ ହୋଇଛି ଅଭିଯୋଗ। ଘଟଣା ସ୍ଥଳରେ ପୋଲିସ ପହଁଚି ତନାଘନା ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
loot | Argus News