Videos
|
Odisha

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

Ritu Das
Browse all articles by Ritu Das
·2 years ago
ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ଅର୍ଗସ ବ୍ୟୁରୋ: ରାଜଧାନୀରୁ ଜବତ ହେଲା ୭୫ ଲକ୍ଷ ଟଙ୍କା । ୨ଜଣ ବ୍ୟକ୍ତିଙ୍କ ଲଗେଜରୁ ଜବତ ହୋଇଛି ଏହି ଟଙ୍କା । ଲଗେଜ ସ୍କାନିଂ ବେଳେ ଧରା ପଡିଲା ଏହି ଟଙ୍କା । ବିମାନ ବନ୍ଦରରୁ ଜବତ ହୋଇଛି ଏହି ପୁଳପୁଳା ଟଙ୍କା । 

ଜଣେ ଦିଲ୍ଲୀ ଆଉଜଣେ ଚେନ୍ନାଇର ବ୍ୟକ୍ତି ହୋଇଥିବା ଜଣାପଡିଛି । ନିର୍ବାଚନୀ ସମୟରେ ଜବତ ହୋଇଛି ଲକ୍ଷଲକ୍ଷ ଟଙ୍କ । ଜଣେ ପ୍ରତିଷ୍ଠିତ ବ୍ୟବସାୟଙ୍କ ଟଙ୍କା ହୋଇଥିବା ସୁଚନା । ଟଙ୍କା ଜବତ ପରେ ତଦନ୍ତ କରୁଛି ଆୟକର ବିଭାଗ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lakhs of rupees | Argus News