Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲାଲବାହିନୀଙ୍କ ବଡ ଯୋଜନାକୁ ପଣ୍ଡ କଲେ BSF ଯବାନ

Manini Pattanayak
Browse all articles by Manini Pattanayak
·2 years ago
ଲାଲବାହିନୀଙ୍କ ବଡ ଯୋଜନାକୁ ପଣ୍ଡ କଲେ BSF ଯବାନ

ମାଲକାନଗିରି:  ଅଳ୍ପକେ ବର୍ତିଲେ BSF ଯବାନ । ଲାଲବାହିନୀ ଙ୍କ ବଡ ଯୋଜନା କୁ ପଣ୍ଡ କଲେ BSF ଯବାନ । ଗଛ ମୂଳରୁ 4 ଟି ବଡ ied କୁ ଉଦ୍ଧାର କଲେ ସୀମା ସୁରକ୍ଷା ବହିନୀ ।

ଯବାନ ମାନେ ଆଜି ସିଲାକୋଟା ସରଂଖିତ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ସମୟରେ ମାଟି ତଳେ ପୋତା ଯାଇଥିବା 3 ଟି ବଡ ପ୍ରେସର କୁକର ied ଉଦ୍ଧାର କରିବା ସହ 20 ମିଟର କାର୍ଡ଼େକ୍ସ ୱାରୀ, 24 ଟି ଜିଲେଟିନ ଷ୍ଟିକ ଉଦ୍ଧାର କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lalbahini's big plan was foiled by BSF jawans. | Argus News