Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପାଇପଲାଇନ କାମବେଳେ ମାଟି ଅତଡ଼ା ଧସି : ୨ଶ୍ରମିକ ମୃତ

Odisha

ପାଇପଲାଇନ କାମବେଳେ ମାଟି ଅତଡ଼ା ଧସି : ୨ଶ୍ରମିକ ମୃତ

Ritu Das
Browse all articles by Ritu Das
·2 years ago
ପାଇପଲାଇନ କାମବେଳେ ମାଟି ଅତଡ଼ା ଧସି : ୨ଶ୍ରମିକ ମୃତ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଧୀନ କମାରଯୋଡ଼ାରେ ଅଘଟଣ ଘଡ଼ିଛି।  ପାଇପ୍ ଲାଇନ୍ କାମବେଳେ ମାଟି ଅତଡ଼ା ଧସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର, ଅର୍ଜୁନ ଲୋହାର। 

ଏକ ଠିକା କମ୍ପାନୀ ଦ୍ଵାରା ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ  ଡିଆଇ ପାଇପ ଲାଇନ୍ ବିଛାଇବା କାମବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
landslide during | Argus News