Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଲକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ, ବିଚ୍ଛିନ୍ନ ହେଲା 18ଟି ଗାଁ 

Manini Pattanayak
Browse all articles by Manini Pattanayak
·1 year ago
ମାଲକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ, ବିଚ୍ଛିନ୍ନ ହେଲା 18ଟି ଗାଁ 

ମାଲକାନଗିରି: ମାଲକାନଗିରି ବାୟାପଡ଼ା ଘାଟିରେ ପୁଣି ଭୂସ୍ଖଳନ। ଯାତାୟତ ସମ୍ପୂର୍ଣ୍ଣ ଠପ୍ । ବିଚ୍ଛିନ୍ନ ହେଲା 18ଟି ଗାଁ । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି ।

କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡ଼ା ଘାଟିରେ ବଡ଼ ଧରଣର ଭୂସ୍ଖଳନ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି 18ଟି ଗାଁର ବାସିନ୍ଦା । ଘାଟିରେ ତୁମ୍ବା ପଦର ନିକଟରେ ଭୂସ୍ଖଳନ ହୋଇଥିବା ବେଳେ ଯାତାୟତ ପାଇଁ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଂଚଳ ବାସିନ୍ଦା । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Landslide in Malkangiri Ghati, 18 village isolated | Argus News