Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଧଡ଼କ ଅଫିମ ଚାଷ 

Manini Pattanayak
Browse all articles by Manini Pattanayak
·2 years ago
ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଧଡ଼କ ଅଫିମ ଚାଷ 

ମୟୁରଭଞ୍ଜ  : ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଧଡ଼କ ଅଫିମ ଚାଷ । ବକୁଆ ଏଵଂ କୁକୁରଭୁକା ଗାଁରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ କରି ୫ ଲକ୍ଷ ୨୫ ହଜାର ଅଫିମ ଗଛ ନଷ୍ଟ କରିଛନ୍ତି ।

ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।. ତେବେ ଅଭୟାରଣ୍ୟ ଭିତରେ ଏତେ ପରିମାଣର ଅଫିମ ଚାଷ କିପରି ହେଉଥିଲା ? ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି  ।    

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Large scale cannabis cultivation inside Mayurbhanj Shimilipal Sanctuary. | Argus News